BREAKING
Loading...
:

ଗଞ୍ଜେଇ ମାଫିଆଲିଙ୍କ୍‌:# ମହିଳା IIC ନିଲମ୍ବିତ

 



ଗଞ୍ଜେଇ ମାଫିଆଲିଙ୍କ୍‌:# ମହିଳା IIC ନିଲମ୍ବିତ ।

ବୌଦ୍ଧ ମନମୁଣ୍ଡା ଥାନାର ପୂର୍ବତନ IIC ସୁସ୍ମିତା ମଗର ନିଲମ୍ବିତ ।

ପଦର ଅପବ୍ୟବହାର ଅଭିଯୋଗରେ ନିଲମ୍ବନ କଲେ ପୋଲିସ ଡିଜି ।

ପୂର୍ବରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।

ଗଞ୍ଜେଇ ମାଫିଆଙ୍କ ସହ ତାଙ୍କର ଲିଙ୍କ୍‌ ଥିବା ଅଭିଯୋଗ ଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS