BREAKING
Loading...
:

ପାଣିପାଇଁ ରାଜରାସ୍ତା ରୋକ୍

 



ପାଣିପାଇଁ ରାଜରାସ୍ତା ରୋକ୍

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ କୋଲନି ସାହିରେ ପାନିୟ ଜଳ ସ°କଟ,। ସ୍ଥାନୀୟ ଲୋକେ କଲେ ୩୨୬ନମ୍ବର ରାଜରାସ୍ତା ଅବରୋଧ,।

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ଉଭୟ ରାୟଗଡ଼ା, ଭବାନୀପାଟଣା ଯାନ ବାହାନ ଚଳାଚଳ ଠପ୍,।

ସାହି ରେ ବସବାସ କରନ୍ତି ୧୦୦ରୁ ଉର୍ଦ୍ଧ୍ବ ପରିବାର,।  ଛଅ ମାସ ବିତିଲାଣି ପାଣି ସମସ୍ୟା,। ପୁଣି ତାହା ଏଠି ନୁହେଁ କି ସେଇଠି ନୂହେ,। ଖୂଦ୍ ରାଜସ୍ବି ମହାପାତ୍ର ଯିଏକି ପାନୀୟଜଳ ବଭାଗ ରେ ଥିବା ଜେଇ ଙ୍କ କଲୋନୀ ରେ,। ତେବେ ଏଠି ବିଚାରକୁ ନିଅନ୍ତୁ,। ପାଣି ଜେଇ ଙ୍କ କଲୋନୀ ରେ ଯୋଦି ଛଅ ମାସ ଧରି ପାନିୟ ସ°କଟ,। ତେବେ ଗ୍ରାମାଞ୍ଚଳ ର ପରିସ୍ଥିତି କିଭଳି ଥିବ,।  ଜେଇ ଅଛନ୍ତି ନାମତାଙ୍କର ରାଜସ୍ବି ମହାପାତ୍ର । କିନ୍ତୁ ଜେଈ ର ଭୂମିକା ନେଉଛନ୍ତି ତାଙ୍କ ସ୍ବାମୀ,। ମଣିଷ କୁ ଦେଖୁଛନ୍ତି କୁକୁର ଆଖିରେ l 

  ପାଣି ସମସ୍ୟା ନେଇ ଘରକୁ ଗଲେ ତଡୁଛନ୍ତି ସ୍ଥାନିୟ ଲୋକଙ୍କୁ,। ସତେ ଯେପରି ନିଜସ୍ଵ ଅର୍ଥ ରୁ ପାଣି ଯୋଗାଉଛନ୍ତି,। ଏଭଳି ଜେଇ ଙ୍କ ସ୍ବାମୀ ର ଅପବ୍ୟବହାର ପାଇଁ ସ୍ଥାନୀୟ ଲୋକ ସାଜିଲେ ନୀରବ,। ହାଣ୍ଡି, ବାଲଟି ଧରି,।

କଲେ ରାଜରାସ୍ଥା ଅବରୋଧ,। ଏକ ଘଣ୍ଟା ପରେ ପ୍ରଶାସନ ପୋଲିସ୍ ମୃତୟନ ହୋଇ ଲୋକ ଙ୍କୁ କଲେ ବୁଝାସୁଝା,। ପ୍ରଶାସନିକ କଥାମାନି ରାଜରାସ୍ତାରୁ ହଟିଲେ ମହିଳା,। କହିଲେ ଆଗାମୀ ଦୀନରେ ଯୋଦି ଏଭଳି ପାନିୟ ସ°କଟ ହୁଏ ତେବେ  ବ୍ଳକ ଆଗରୁ ଧାରଣା ଦେଇ,ହଟିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି,।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS