BREAKING
Loading...
:

ଉତ୍ତରରେ କମିବ ଦକ୍ଷିଣ ପଶ୍ଚିମରେ ବଢ଼ିବ ।

 



ଉତ୍ତରରେ କମିବ ଦକ୍ଷିଣ ପଶ୍ଚିମରେ ବଢ଼ିବ ।

ରାଜ୍ୟର ବର୍ଷା ବିତ୍ପାତ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀଙ୍କ ସୂଚନା ।

ଉତ୍ତର ଓଡ଼ିଶାରେ ଆଗକୁ ପ୍ରଭାବ କମିବ, ଦକ୍ଷିଣ ଓ ପଶ୍ଚିମରେ ବଢ଼ିବ ।

ମହାନଦୀରେ ମଧ୍ୟ ପାଣି ବଢ଼ିବାର ସମ୍ଭାବନା ରହିଛି ।

ମାତ୍ର ନରାଜରେ ଆମେ ୯ ଲକ୍ଷ କ୍ୟୁସେକରୁ ଅଧିକ ଜଳ ଯିବାକୁ ଦେବୁନି ।

ହୀରାକୁଦରେ ଆଉ ଜଳସ୍ତର ବଢ଼ିବା ପରେ ଗେଟ୍‌ ଖୋଲା ନିଷ୍ପତ୍ତି ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ାରେ ବର୍ଷା ଲାଗି ରହିଛି ।

ବଲାଙ୍ଗିର, ରାୟଗଡ଼ା, ଗଜପତି, ମାଲକାନଗିରିରେ ବର୍ଷା ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS