ଛତ୍ରପୁର, ଖାକି ପିନ୍ଧିଥିଲେ ବାବୁ କିନ୍ତୁ ନଜର ସୁନ୍ଦରୀଙ୍କ ଉପରେ। ସୁରକ୍ଷା ଦେବା ବଦଳରେ ଲୁଟୁଥିଲେ ଇଜ୍ଜତ। ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରୁଥିଲେ ପୋଲିସ ବାବୁ। ଆଉ ଶେଷରେ ପୋଲିସ ହାତରେ ହାତକଡ଼ି ପକାଇଛି ପୋଲିସ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଛତ୍ରପୁରରେ। ବନ୍ଧା ହୋଇଥିବା ଦେହ ଲୋଭି ହେଉଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ରିଜର୍ଭ ପୋଲିସରେ ପ୍ରଶିକ୍ଷଣ ନେଉଥିବା ଓଏଏସଆଇ ଗୌରାଙ୍ଗ ବେହେରା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق