ଏଥର କମିବ ବର୍ଷା ।
ଲଗାଣ ବର୍ଷା ପରେ ରାଜ୍ୟରେ ଏଥର କମିବ ବର୍ଷା ।
କେନ୍ଦୁଝର ଓ ମୟୂରଭଞ୍ଜକୁ ଛାଡ଼଼ି ଅନ୍ୟଠି ଶୁଖିଲା ପାଗ ।
ଆସନ୍ତା ୧୩ ତାରିଖ ଯାଏ ଶୁଖିଲା ରହିବ ପାଗ ।
ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା ।
୧୩ ପରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق