BREAKING
Loading...
:

ପ୍ରହ୍ଲାଦ ଯୋଶୀ ହେଲେ ଶିକ୍ଷା ମନ୍ତ୍ରୀ

 ପ୍ରହ୍ଲାଦ ଯୋଶୀ ହେଲେ ଶିକ୍ଷା ମନ୍ତ୍ରୀ । 



ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ବ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦଙ୍କୁ ଅତିରିକ୍ତ ଦାୟିତ୍ବ ।

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସହ ଅତିରିକ୍ତ ଦାୟିତ୍ବରେ ରହିବେ ।

ଏଥି ସହ ଧର୍ମେନ୍ଦ୍ରଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ରାଷ୍ଟ୍ରପତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS