BREAKING
Loading...
:

ପ୍ରତିଷ୍ଠା ହେବ ୬ ସ୍ବତନ୍ତ୍ର କୋର୍ଟ

 



ପ୍ରତିଷ୍ଠା ହେବ ୬ ସ୍ବତନ୍ତ୍ର କୋର୍ଟ ।

ଉପେକ୍ଷିତ ବର୍ଗଙ୍କ ପାଇଁ ଆଇନଗତ ସୁରକ୍ଷା ସୁଦୃଢ଼ କରିବାକୁ ବଡ଼ ପ୍ରୟାସ ।

ରାଜ୍ୟରେ ପ୍ରତିଷ୍ଠା ହେବ ୬ଟି ନୂଆ ସ୍ବତନ୍ତ୍ର କୋର୍ଟ ।

୬ଟି ନୂଆ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ।

ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀରେ ହେବ ।

ଏସ୍‌ସି/ଏସ୍‌ଟି ଅପରାଧ ମାମଲାକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS