BREAKING
Loading...
:

ରଥଯାତ୍ରା ସୁରକ୍ଷା ଦାୟିତ୍ବରେ ୧୯ ଆଇପିଏସ୍ ଅଫିସର ।

 ରଥଯାତ୍ରା ସୁରକ୍ଷା ଦାୟିତ୍ବରେ ୧୯ ଆଇପିଏସ୍ ଅଫିସର ।



ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ବରିଷ୍ଠ IPS ନିୟୋଜିତ।

ମୁତୟନ ଅଛନ୍ତି ୧୨ ହଜାର ପୋଲିସ ତଥା CAPF କର୍ମଚାରୀ ।

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

ଏଥିସହ ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ମଧ୍ୟ ସଜାଗ ଅଛନ୍ତି ।

ନୀତିକାନ୍ତିରେ ସମୟାନୁବର୍ତ୍ତିତା, ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ବ ।

ଯେପରି କମ୍ୟୁନିକେସନ ଗ୍ୟାପ ନରୁହେ, ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS