ଜମି କିଣାବିକା ହେବ କ୍ୟାସଲେସ୍: ମନ୍ତ୍ରୀ ।
ରାଜ୍ୟରେ ଜମି କିଣା ବିକା ହେବ ସମ୍ପୂର୍ଣ୍ଣ କ୍ୟାସ ଲେସ୍
ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଗୋଟିଏ ପଇସା ବି କ୍ୟାସ୍ରେ ଟ୍ରାଞ୍ଜାକ୍ସନ ହେବ ନାହିଁ ।
ପୂର୍ବରୁ ୧୫ ହଜାର ଯାଏଁ କ୍ୟାସ୍ କାରବାର ହେଉଥିଲା ।
ଜମି ପଞ୍ଜୀକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ।
ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବନି ।
ରେଜିଷ୍ଟ୍ରେସନ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇବେ ।
ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଖୁଵ ଶୀଘ୍ର SOP ଜାରି ହବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق