BREAKING
Loading...
:

ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତକୁ ଏନକାଉଣ୍ଟର !




 ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତକୁ ଏନକାଉଣ୍ଟର !

ବଳିଆପଣ୍ଡା ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ।

 ମୃତ ହୋଟେଲ ମାଲିକଙ୍କ ନାମ ପବିତ୍ର ନାୟକ

 ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୁରୀ ପୋଲିସ ।

 ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ଚନ୍ଦନ କୁମାର ପଲାରକୁ ପୋଲିସର ଏନକାଉଣ୍ଟର ।

 ଓମକାରେଶ୍ବର ମନ୍ଦିର ନିକଟରେ ପୋଲିସ ଗୁଳିରେ  ଚନ୍ଦନ କୁମାର ଆହତ ।

ପୁରୀ ଜିଲ୍ଲା ମୁଖ୍ୟ ଗୋଖର_ ଚିକିତ୍ସାଳୟରେ ଚନ୍ଦନକୁ ଭର୍ତ୍ତି କରାଯାଇଛି ।

 ମେଡିକାଲ ପରିସରରେ ଉତ୍ତେଜନା,ବ୍ୟାପକ ପୋଲିସ ମୁତୟନ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS