ଆମେରିକା ଇରାନ୍ ଯୁଦ୍ଧ ଶେଷ#
ଆମେରିକା-ଇରାନ୍ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ,
ଡିଜିଟାଲ୍ ସ୍ୱାକ୍ଷର କଲେ ଉଭୟ ଦେଶର ରାଷ୍ଟ୍ରପତି
ଡୋନାଲ୍ଡ ଟ୍ରମ୍ପ ଓ ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଚୁକ୍ତି,
ଯୁଦ୍ଧ ଶେଷ ଓ ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଏମ୍ଓୟୁ,
ଇରାନ୍ର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ଲାଗିଲା ରୋକ୍,
ଚୁକ୍ତି ଗୁରୁତ୍ୱପୂର୍ଣ୍ଣ କହିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ,
ଏବେ ସାରାବିଶ୍ୱରେ ଶକ୍ତି ସଂକଟ ଦୂର ହେବ: ମାକ୍ରନ
ଖୁବ୍ ଶୀଘ୍ର ୨ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ନିଷ୍ପତ୍ତି#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق