BREAKING
Loading...
:

ଏଥର କଣ୍ଟ୍ରୋଲରେ ମିଳିବ ଅତିରିକ୍ତ ୫ କିଲୋ ଚାଉଳ

 ଏଥର କଣ୍ଟ୍ରୋଲରେ ମିଳିବ ଅତିରିକ୍ତ ୫ କିଲୋ ଚାଉଳ



ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଏଥର କଣ୍ଟ୍ରୋଲରେ ମିଳିବ ଅତିରିକ୍ତ ୫ କିଲୋ ଚାଉଳ । ସରକାର ଘୋଷଣା କରୁଥିବା ମୁଣ୍ଡପିଛା ଅତିରିକ୍ତ ୫ କିଲୋ ଚାଉଳ କଣ୍ଟ୍ରୋଲରେ ଦିଆଯିବ । ଏପ୍ରିଲ ମାସଠାରୁ ପିଛଲା ଭାବରେ ଅର୍ଥାତ ଏପ୍ରିଲରୁ ଜୁନ ଯାଏଁ ତିନି ମାସର ଚାଉଳ ୧୫ କିଲୋ ମୁଣ୍ଡ ପିଛା ଦିଆଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS