ଉମା ଭାରତୀ ଅସୁସ୍ଥ#
ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଅସୁସ୍ଥ*
ହରିଦ୍ୱାରରୁ ଦିଲ୍ଲୀ ଯିବା ବେଳେ ହଠାତ୍ ଅସୁସ୍ଥ-
ମୁଜାଫରନଗରର ଏକ ମେଡିକାଲ୍ରେ ଚିକିତ୍ସିତ,
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଉମା ଭାରତୀ,
କେନ୍ଦ୍ର ମନ୍ତ୍ରୀ ସହ ବିଜେପି ଉପଧ୍ୟକ୍ଷା ମଧ୍ୟ ଥିଲେ#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment