ଆଜି ମୋଦି ଟ୍ରମ୍ପ ଦ୍ବିପାକ୍ଷିକ ଆଲୋଚନା#
ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦିଙ୍କ ବୈଠକ*
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା,
ମଧ୍ୟପ୍ରାଚ୍ୟ ପରିସ୍ଥିତି, ହର୍ମୁଜ୍ ପ୍ରଣାଳୀ, ଶକ୍ତି ଆମଦାନୀ ନେଇ ଆଲୋଚନା,
ଫ୍ରାନ୍ସର ଏଭିଆନ୍ରେ ଚାଲିଥିବା ଜି-୭ ସମ୍ମିଳନୀରେ ଉଭୟଙ୍କ ଭେଟ୍ଘାଟ,
ଦୀର୍ଘ ୧୬ ମାସ ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି,
ହାତ ମିଳାଇ ଉଭୟ ନେତା ପରସ୍ପରକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି,
ମୋଦି-ଟ୍ରମ୍ପ କିଛି ସମୟ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment