*ଚଳନ୍ତା ସ୍କୁଟିରେ ନିଆଁ,ଅଳ୍ପକେ ବର୍ତ୍ତିଲେ ଚାଳକ*
ବ୍ରମ୍ହପୁର, ;-*ଖଲ୍ଲିକୋଟ କଲେଜ ସମ୍ମୁଖରେ ଗୋଟିଏ ଚଳନ୍ତା ସ୍କୁଟି ଅଗ୍ନିକାଣ୍ଡ ଘଟିଛି । ସ୍କୁଟିର ଇଞ୍ଜିନ ମାତ୍ରାଧିକ ଗରମ ହେବା ଫଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ସ୍କୁଟି ଚାଳକ ଜଣକ ନିଆଁ ଲାଗିବା ଆରମ୍ଭ ହେବା ମାତ୍ରେକେ ସ୍କୁଟି ରାସ୍ତା ଉପରେ ରଖି ଓଲ୍ଲାଇ ଯିବା ଫଳରେ ଅଳ୍ପକେ ବର୍ତ୍ତି ଗଲେ ସ୍କୁଟି ଚାଳକ ଜଣକ । ସ୍କୁଟି ଚାଳକ ଜଣକ ଆଙ୍କୁଲି ଅଞ୍ଚଳର ବୋଲି ଜଣାପଡିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର


إرسال تعليق