BREAKING
Loading...
:

ଆଧୁନିକତା ସ୍ପର୍ଶ ରେ ହଜିଯାଇଛି ଆଜିର ରଜ ମଉଜ

 



ଆଧୁନିକତା ସ୍ପର୍ଶ ରେ ହଜିଯାଇଛି ଆଜିର ରଜ l

କୋରାପୁତ୍, ଉତ୍କଳ ପରମ୍ଫରl ର ଏକ ମୂଖ୍ୟ ପର୍ବ ହେଉଛି ରଜ l ଏହି ରଜ ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଯୁବତୀ କିଶୋରୀ ଠୁ ଧରିକି ଛୋଟ ଝିଅ ଯାଏ ସମସ୍ତେ ପାଳନ କରୁଛନ୍ତି l ସବୁଠି ଆଜି ରଜ ର ମାହୋଲ ସେ ଅନୁସାରେ କୋରାପୁଟ ରେ ବି ଏହି ରଜ ମହାସମାରୋହ ରେ ପାଳିତ ହୋଇ ଯାଇଛି କିଏ ନିଜ ବଗିଚା ରେ ଦୋଳି ବାନ୍ଧି ରଜ ପାଳନ କରୁଛି ତ ପୁଣି କିଏ ଚକୁଳି ପିଠା କରି ପୁଣି କିଏ ହାଥ ରେ ମେହନ୍ଦି ଲଗାଇ ପାଳନ କରୁଛି l ହେଲେ ଏହି ସବୁ ଭିତରେ ଆଜି ଆଧୁନିକତା ର ସ୍ପର୍ଶ ରେ  ଆଜି ରଜ ଲୁଚିଗଲାଣି ଆଉ ବଣ ରେ ରଜ ଦୋଳି କଟ ମଟ କରୁନି କି ଗଜ ବଣ ରେ ରଡି ଛାଡ଼ୁନି କି ଭାଇ ମୁଣ୍ଡରେ ହାତୀ ସୁନାକଳସ ଢାଲୁନି କେବଳ ଆଜି ରଜ ଘର ର ଚାରିକୋଣ ରେ ଆଧୁନିକତା ର ଛାପ ରେ ସୀମିତ ହୋଇଯାଇଛି l


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS