ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ.।
ଟାଙ୍ଗୀ-; ଉତ୍ତମ ବିଦ୍ୟୁତ ସେବା ଯୋଗାଇବା ପାଇଁ ରାଜ୍ୟ ରେ ଟାଟା ରାଜ୍ୟ ବାସୀଙ୍କ ଠାରୁ ଢେର ଟଙ୍କା ଆଦାୟ କରୁଛି।ବିଦ୍ୟୁତ ତାର ବଦଳାଇବା ପାଇଁ ଦେୟ ପଇଠ କର,,, ଏପରିକି ମିଟର ପରିବର୍ତନ ପାଇଁ ମଧ୍ୟ ଗ୍ରାହକଙ୍କ ଠାରୁ ମୋଟା ଅଙ୍କର ଦେୟ ନେଉଛି ବିଦ୍ୟୁତ ଯୋଗାଣ କମ୍ପାନୀ ଟାଟା,,, ହେଲେ ସେହି ଗ୍ରାହକଙ୍କ ଜୀବନ ଯେଭଳି ବାଜି ରେ ଲାଗୁଛି ତାହା କୁ ଦେଖିବାକୁ ବେଳ ନାହିଁ ବିଦ୍ୟୁତ କମ୍ପାନୀ ଟାଟା ର,, ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସୁନ୍ଦର ପୁର ଗ୍ରାମ ପଂଚାୟତ ର ଉଦୟ ଗିରୀ ଗ୍ରାମରେ। ଉଦୟ ଗିରୀ ଗ୍ରାମ କୁ ଯିବା ପାଇଁ ଟାଙ୍ଗୀ ରୁ ରହିଛି ସୁନ୍ଦର କଳା ମଚ ମଚ ପିଚୁ ରାସ୍ତା। ଏହି ରାସ୍ତାର ଲମ୍ବ ପ୍ରାୟ ୭ କିଲୋମିଟର ହେଵ।ଏହି ରାସ୍ତା ଦେଇ ଉଦୟ ଗିରୀ, ଭୂଷଣ୍ଡ ପୁର,, ବାଲିପାଟ ପୁର ଆଦି ଗ୍ରାମରୁ ହଜାର ହଜାର ଲୋକ ଯିବା ଆସିବା କରନ୍ତି।ତେବେ ସେହି ରାସ୍ତା ର ଉଦୟ ଗିରୀ ଗ୍ରାମ ନିକଟରେ ରାସ୍ତା ମଝି ରେ ରହିଛି ବିଦ୍ୟୁତ ଖୁଣ୍ଟ।ରାସ୍ତା ମଝି ରେ ବିଦ୍ୟୁତ ଖୁଣ୍ଟ ରହିବା ଯୋଗୁଁ ସେଠାରେ ପ୍ରତିଦିନ ଘଟୁଛି ଦୁର୍ଘଟଣା।ଫଳରେ କ୍ଷତି ହେଉଛି ଧନ ଜୀବନ। ଏନେଇ ବିଦ୍ୟୁତ ବିଭାଗ କୁ ଗ୍ରାମବାସୀ ଜଣାଇଲେମିଳୁ ନାହିଁ ଫଳ।
,ଜଦି ଏହାର ସମସ୍ୟା ତୁରନ୍ତ ସମଧାନ ନ୍ ହୁଏ, ତେବେ ଅ।ଗାମି ଭବିସ୍ୟତରେ ବିରାତ ଅନ୍ଦୋଲନ କରାଜିବା ସହ ଉଛିତ୍ ଜବାବ୍ ଦିଆଜିବ ବୋଲି ଏଥିକା ଜନସ।ଧରନ କହିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق