ଆମେରିକାରୁ ଭାରତ ଫେରିବେ ୩୦ ଡ୍ରାଇଭର୍#
ଆମେରିକାରୁ ଭାରତକୁ ଫେରିବେ ଗିରଫ ୩୦ ଟ୍ରକ୍ ଡ୍ରାଇଭର୍,
ଆମେରିକାରେ ବେଆଇନ ଭାବେ ରହି ଟ୍ରକ୍ ଚଲାଉଥିଲେ ୩୦ ଡ୍ରାଇଭର୍,
ଭାରତକୁ ପଠାଇବାକୁ ଆମେରିକା କଷ୍ଟମ୍ସ ଓ ସୀମା ସୁରକ୍ଷା ବିଭାଗର ଉଦ୍ୟମ,
ଅପରେସନ୍ ଚେକମେଟ୍'ରେ ଗିରଫ ହୋଇଥିଲେ ୩୬ ଟ୍ରକ୍ ଡ୍ରାଇଭର୍,
ଗିରଫ ୩୬ ଡ୍ରାଇଭର୍ଙ୍କ ମଧ୍ୟରେ ରହିଛନ୍ତି ୩୦ ଜଣ ଭାରତୀୟ*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق