*୩ ପୋଲିସ କର୍ମଚାରୀ ସସପେଣ୍ଡ*
*ଆଇପିଏସ ଙ୍କୁ ବଦଳି*
*କନେଷ୍ଟବଳଙ୍କୁ ସବୁଦିନ ପାଇଁ ବହିସ୍କାର*
*ଗଞ୍ଜାମ କବିସୂର୍ଯ୍ୟନଗର ଥାନାରେ ଜଣେ ଦିବ୍ଯାଙ୍ଗ ବ୍ଯକ୍ତିକୁ ପିଟି ପିଟି ମାରିଦେବା ଅଭିଯୋଗ ରେ ପୋଲିସ ର କାର୍ଯ୍ୟାନୁଷ୍ଠାନ।।ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ନୀତିଶ ମିଶ୍ରାକୁଂ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେପଟେ ଜଣେ କନେଷ୍ଟବଳଙ୍କୁ ସବୁଦିନ ପାଇଁ ବହିସ୍କାର କରାଯାଇଛି। ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ଯତ୍ର ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି।*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق