BREAKING
Loading...
:

କେନ୍ଦୁଝରରେ ଏନ୍‌କାଉଣ୍ଟର

 



କେନ୍ଦୁଝରରେ ଏନ୍‌କାଉଣ୍ଟର

କେନ୍ଦୁଝର: ମହୁଲଡ଼ିହା ଜଙ୍ଗଲ ନିକଟରେ ଏନ୍‌କାଉଣ୍ଟର,

ପୋଲିସ-ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକ ଗୁଳି ବିନିମୟ,

ପୋଲିସ୍‌ ଗୁଳିରେ ପ୍ରଭାତ ମଲିକ ଗୁରୁତର ଆହତ,

ଗୁରୁତର ପ୍ରଭାତ କେନ୍ଦୁଝର ମେଡିକାଲ୍‌ରେ ଭର୍ତ୍ତି,

ପ୍ରଭାତ ନିକଟରୁ ଗୋଟିଏ ବନ୍ଧୁକ ଓ ୧୨ ହଜାର ଟଙ୍କା ଜବତ,

ପ୍ରଭାତ ନାଁରେ ୪୦ରୁ ଅଧିକ ଅପରାଧିକ ମାମଲା ଥିବା ସୂଚନା,


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS