*୪ରେ କେରଳମ ଛୁଇଁବ_ମୌସୁମୀ#
ଦକ୍ଷିଣ-ପଶ୍ଚିମ ମୌସୁମୀ ୪ରେ କେରଳମ ଛୁଇଁବା ନେଇ ଆକଳନ,
ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ଥିବା ସୂଚନା
ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ବୀପ ଛୁଇଁବ,
କେରଳମ ଓ ତାମିଲନାଡୁର କିଛି ଅଂଶ ଛୁଇଁବା ନେଇ ପାଣିପାଗ କେନ୍ଦ୍ରର ସୂଚନା
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق