*ପର୍ଯ୍ୟାପ୍ତ ତେଲ ଅଛି,ବିଚଳିତ ହୁଅନି- IOCL*#
ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଗଚ୍ଛିତ ରହିଛି,
ପ୍ରେସମିଟ୍ରେ ସୂଚନା ଦେଲେ IOCL ସିଜିଏମ୍ କମଲ ସିଲ୍,
ପର୍ଯ୍ୟାପ୍ତ ତେଲ ଅଛି, ଚିନ୍ତା କରିବାର ଆବଶ୍ୟକତା ନାହିଁ,
ଯେତିକି ଆବଶ୍ୟକ ସେତିକି କିଣନ୍ତୁ, ଅଯଥା ଅଧିକ କିଣନ୍ତୁ ନାହିଁ,
ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସପ୍ଲାଏ ରିଲିଜ କରିଛୁ,
ଗୋଟିଏ ଟାଙ୍କି ପାଖରେ ୨ରୁ ୩ ଦିନର ତେଲ ଥାଏ--
କିନ୍ତୁ ଅଚାନକ ୩୦ରୁ ୪୦% ବିକ୍ରି ବଢ଼ିଗଲେ ଡ୍ରାଏ ଆଉଟ୍ ସମସ୍ୟା ଉପୁଜେ,
ଦେଶରେ ୨ରୁ ୩ ଦିନ ଭିତରେ ପେଟ୍ରୋଲ ବିକ୍ରି ୩୭ ପ୍ରତିଶତ ବଢ଼ିଛି,
ଏଭଳି ଅଯଥା ଅଧିକ ତେଲ କିଣି ଚାପ ପକାନ୍ତୁ ନାହିଁ,
ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ,
ଅଧିକ ଭିଡ଼ ହେଲେ ଟାଇମ୍ ମ୍ୟାନେଜମେଣ୍ଟ ପାଇଁ ପମ୍ପ ମାଲିକ ଏଭଳି କରୁଥିବେ*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق