*ଭୁବନେଶ୍ବରରେ ୧୫ ଇଭି ଚାର୍ଜିଂ ସେଣ୍ଟର- ମନ୍ତ୍ରୀ*
-ଇଭିକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା#
ରାଜ୍ୟରେ ୯ ଲକ୍ଷ ୧୦ ହଜାର ଇଭି ଗାଡ଼ି ଏବେ ଚାଲୁଛି,
ଇଭି ପାଇଁ ଏକ କମ୍ପାନୀକୁ ୧୦୦ଟି ଚାର୍ଜିଂ ସେଣ୍ଟର କରିବାକୁ କୁହାଯାଇଛି,
କଂପାନୀ ୨୫ରୁ ୩୦ଟି ସ୍ଥାନରେ ଚାର୍ଜିଂ ସେଣ୍ଟର ଶେଷ କରିଛି,
କେବଳ ଭୁବନେଶ୍ଵରରେ ୧୫ଟି ଚାର୍ଜିଂ ସେଣ୍ଟର୍ ରହିଛି- ପରିବହନ ମନ୍ତ୍ରୀ
ଧିରେ ଧିରେ ଗ୍ରାମାଞ୍ଚଳରେ ବି ଏହି ଚାର୍ଜିଂ ସେଣ୍ଟର୍ କରାଯିବ#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق