*ଇବୋଲାରେ ୮୦ ମୃତ: ଏମର୍ଜେନ୍ସୀ ଘୋଷଣା*#
*ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ଇବୋଲାର ପ୍ରକୋପ*,
*କେବଳ କଙ୍ଗୋରେ ୮୦ ଜଣଙ୍କ ମୃତ୍ୟୁ, ୨୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ*,
*ଭୟଙ୍କର ପ୍ରକୋପ ପରେ ଏମର୍ଜେନ୍ସୀ ଘୋଷଣା କଲା WHO*,
*ଇବୋଲାକୁ ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କଲା WHO*,
*ତେବେ ଇବୋଲା ବର୍ତ୍ତମାନ ସମୟ ପାଇଁ ମହାମାରୀ ନୁହେଁ କହିଲା WHO*#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق