ସୁପ୍ରିମକୋର୍ଟରେ ୨ ଦିନ ଭର୍ଚୁଆଲ୍ ଶୁଣାଣି#
ତୈଳ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି-
ସପ୍ତାହରେ ୨ ଦିନ ଭର୍ଚୁଆଲ୍ ମୋଡରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ,
ସୋମବାର ଓ ଶୁକ୍ରବାର ଭର୍ଚୁଆଲ୍ରେ ହେବ ମାମଲାର ଶୁଣାଣି,
ମଙ୍ଗଳବାରରୁ ଗୁରୁବାର ହାଇବ୍ରିଡ୍ ମୋଡ୍ରେ ହେବ ଶୁଣାଣି,
୫୦% ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ଅନୁମତି,
ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କଲେ ସୁପ୍ରିମକୋର୍ଟ#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق