*ବାଲିଅନ୍ତା ଘଟଣାରେ ୪ ପୋଲିସ ସସ୍ପେଣ୍ଡ୍*#
ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ;
ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍ପେଣ୍ଡ୍
ବାଲିଅନ୍ତା IIC ଅନୀଲ ପରିଡ଼ା UPD, ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି,
ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ,
ଜଣେ SI, ଜଣେ ASI, ଜଣେ OAPF ସସ୍ପେଣ୍ଡ୍,
ଜଣେ କନଷ୍ଟେବଲ ସସ୍ପେଣ୍ଡ୍, ୨ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق