*କାଳବୈଶାଖୀରେ କାନ୍ଥ ପଡି ଯୁବକ ମୃତ**
*ଚିକିଟିରେ ଘର କାନ୍ଥ ପଡି ଯୁବକ ମୃତ*,
*ପାତ୍ରପୁର ବ୍ଲକ ଖରଣୀପଡ଼ା ଗାଁରେ ଅଘଟଣ*,
*କୁକୁଡ଼ା ଫାର୍ମରେ ଶୋଇଥିଲେ ଦୁଇ ଭାଇ*,
*ରାତିରେ ବର୍ଷା, ପବନରେ ପଡିଗଲା କାନ୍ଥ*,
*ଗୁରୁତର ଅବସ୍ଥାରେ ଚିକିଟି ମେଡ଼ିକାଲରେ ଭର୍ତ୍ତି*,
*ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର*,
*ମୃତକ ଖରଣୀପଡ଼ା ଗାଁର ସିପୁନ ମହାରଣା*#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment