BREAKING
Loading...
:

ମେ ୨ରେ ମାଟ୍ରିକ ରେଜଲ୍ଟ , ଅପରାହ୍ନ ୪ଟାରେ ପ୍ରକାଶ ପାଇବ

 ମେ ୨ରେ ମାଟ୍ରିକ ରେଜଲ୍ଟ , ଅପରାହ୍ନ ୪ଟାରେ ପ୍ରକାଶ ପାଇବ



ମେ' ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମଧ୍ୟମା, ଓପନ ସ୍କୁଲ୍ ପରୀକ୍ଷା ଫଳ ବି ପ୍ରକାଶ ହେବ । ମେ ୨ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । Bseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୌଖିକ ଭାବେ ସୂଚନା ଦିଆଯାଇନଥିଲାବେଳେ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛି BSE ।


ଅପରାହ୍ନ ୪ଟାରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ ପାଇବ । କିନ୍ତୁ ସନ୍ଧ୍ୟା ୬ଟା ପରଠାରୁ ପରୀକ୍ଷାର୍ଥୀମାନେ ଓ୍ବେବସାଇଟରେ ତାଙ୍କର ଫଳାଫଳ ଦେଖିପାରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଯେଉଁ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦିଆଯିବ ସେଗୁଡ଼ିକ ଇଂରାଜୀ ସହ ଓଡ଼ିଆରେ ଲିପିବଦ୍ଧ ହେବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS