BREAKING
Loading...
:

ଗୋଟିଏ ଅଫିସ୍‌ରେ ୩ ବର୍ଷରୁ ଊର୍ଦ୍ଧ୍ବ ରହିଲେ ବଦଳି

 



ଗୋଟିଏ ଅଫିସ୍‌ରେ ୩ ବର୍ଷରୁ ଊର୍ଦ୍ଧ୍ବ ରହିଲେ ବଦଳି#

ରାଜସ୍ୱ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ,

ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାରଙ୍କ ନିର୍ଦ୍ଦେଶ,

୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସ୍‌ରେ ରହିଲେ ବଦଳି ଅନିବାର୍ଯ୍ୟ,

ଜୁନ୍ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ#


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS