ଶ୍ରୀମନ୍ଦିର ଭିଡିଓ କରି ଧରାପଡ଼ିଲେ ନାବାଳିକା*
ପୁରୀ:- ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ମୋବାଇଲ୍ରେ ଉତ୍ତୋଳନ,
କୀର୍ତ୍ତନ ଚକଡ଼ା ଭିଡିଓ ସହ ପତିତପାବନ ଫଟୋ ଉତ୍ତୋଳନ,
ଜଣେ ନାବାଳିକା ଶ୍ରଦ୍ଧାଳୁ ଦ୍ବାରା ଭିଡିଓ ଓ ଫଟୋ ଉତ୍ତୋଳନ,
ସେବାୟତଙ୍କ ନଜରରେ ଆସିବା ପରେ ପୋଲିସ ଦ୍ବାରା ମୋବାଇଲ୍ ଜବତ- ଫଟୋ ଓ ଭିଡିଓ ଡିଲିଟ୍ ସହ ନାବାଳିକାକୁ ପୋଲିସର ପଚରାଉଚରା#
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق