BREAKING
Loading...
:

୫୦୦ ରୁ ୫୦୦ ମାର୍କ ରଖି ସାରା ଦେଶରେ ଟପର୍ ହେଲେ ଓଡ଼ିଆ ଝିଅ ଟିନା ରଥ : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା*

 *୫୦୦ ରୁ ୫୦୦ ମାର୍କ ରଖି ସାରା ଦେଶରେ ଟପର୍ ହେଲେ ଓଡ଼ିଆ ଝିଅ ଟିନା ରଥ : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା*



*କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଆ ଛାତ୍ରୀ ଟିନା ରଥ ସାରା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ପୁରୀ ସ୍ଥିତ ମଦର ପବ୍ଲିକ୍ ସ୍କୁଲର ଛାତ୍ରୀ ଟିନା ମୋଟ ୫୦୦ ରୁ ୫୦୦ ମାର୍କ (୧୦୦%) ରଖି ଏହି ଅସାଧାରଣ ସଫଳତା ହାସଲ କରିଛନ୍ତି*



*CBSE ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଓ ଆଲିଶା ବିଶ୍ୱାଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି। ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS