*ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ବନ୍ଦ...*
*-ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ*
*-ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି*
*-ପଞ୍ଜୀକରଣ ବ୍ୟବସ୍ଥାର ଅନୁପାଳନ ସୁନିଶ୍ଚିତ ପାଇଁ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ*
*-ଶାରୀରିକ ଅସୁସ୍ଥତା କ୍ଷେତ୍ରରେ ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ହୋଇପାରିବ*
*-ଆଇନଗତ ଗିରଫଦାରୀ କ୍ଷେତ୍ରରେ ମଧ୍ୟ ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍*
*-ନିବନ୍ଧନ ଅଫିସ୍ ଯିବାରେ ଅସମର୍ଥଙ୍କ ପାଇଁ ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍*
*-'ଜରୁରୀ ମାମଲାକୁ ଛାଡ଼ି ଅନ୍ୟ ନିବନ୍ଧନ ପ୍ରକ୍ରିୟା ଅଫିସ୍ ବାହାରେ ହୋଇପାରିବନି'*
*-'ଯୁକ୍ତିସଙ୍ଗତ ମାମଲା ଭିନ୍ନ ଅଫିସ୍ ବାହାରେ ନିବନ୍ଧନ ଆଇନ୍ ସମୁଚିତ ନୁହେଁ'*
*-'ବିଶେଷ ପରିସ୍ଥିତିରେ ଘରୋଇ ନିବନ୍ଧନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଜରୁରୀ'*
*-ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ*
*-ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନଙ୍କୁ କଡ଼ା ନିର୍ଦ୍ଦେଶ ଜାରି*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment