*୫ ଜିଲ୍ଲାଙ୍କୁ ୩ଘଣ୍ଟିଆ ବର୍ଷା ସତର୍କତା*
-୫ଜିଲ୍ଲାଙ୍କୁ ୩ ଘଣ୍ଟିଆ ବର୍ଷା ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର,
-ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କ ସୂଚନା,
-କେନ୍ଦୁଝର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାଙ୍କୁ ୱାର୍ଣ୍ଣିଂ#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق