*ଟ୍ବିନ୍ ସିଟି ପାଇଁ ୪ଟି ବିକଳ୍ପ ରାସ୍ତା: #ମନ୍ତ୍ରୀ*
କଟକ-ଭୁବନେଶ୍ୱର ଟ୍ରାଫିକ୍ ଯନ୍ତ୍ରଣା ଏଡ଼ାଇବାକୁ ବଡ଼ ଆକ୍ସନ ପ୍ଲାନ୍
‘କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ଅଲଟରନେଟିଭ୍ ଓ୍ୱେ’
ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଦୁଇ ସହରକୁ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ କମିବ’
୨୪ ବର୍ଷ ସରକାରରେ ଅଲଟରନେଟିଭ୍ ରାସ୍ତା ଯୋଜନା କରି ନ ଥିଲେ’
ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ରିଂ ରୋଡ଼ ମାଧ୍ୟମରେ ଯୋଡ଼ାଯିବ’
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق