BREAKING
Loading...
:

ଗାଦିମଡ଼ା ପୁଲିସ ବାବୁଙ୍କୁ ଛାଟ

 



*ଗାଦିମଡ଼ା ପୁଲିସ ବାବୁଙ୍କୁ ଛାଟ*#

*ଗୋଟିଏ ସ୍ଥାନରେ ୩ବର୍ଷ ରହିପାରିବେ ନାହିଁ ପୁଲିସ୍ ବାବୁ । ଗୋଟିଏ ଜିଲ୍ଲାରେ ରହିପାରିବେନି ୬ ବର୍ଷରୁ ଅଧିକ । ଗାଦି ମଡ଼ା ଅଫିସରଙ୍କ ତାଲିକା ମାଗିଲେ ରାଜ୍ୟ ସରକାର । ପୁଲିସ୍ ପ୍ରାଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS