କେଲୁଆପଲି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଦୀର୍ଘ ବର୍ଷ ଧରି କର୍ମଚାରୀ ବଦଳି ହେଉନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ#
ରଣ୍ଢା,
ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସୁନାଦେଇ. ମନ୍ତ୍ରୀଡ଼ି. ଭଞ୍ଜବିହାର. ଗୋପାଳପୁର ପଭୃତି କେଲୁଆପଲି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଦୀର୍ଘବର୍ଷଧରି କର୍ମଚାରୀ ବଦଳି ହେଉନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବୀର୍ଯ୍ୟସ୍ତ ହୋଇପଡିଛି l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର. ଫାର୍ମାସିଷ୍ଟ. ସୁପରଭାଇଜର. ପିଅନ. ସ୍ୱାସ୍ଥ୍ୟକର୍ମୀ ପ୍ରଭୃତି କର୍ମଚାରୀ ମାନେ ବର୍ଷ ବର୍ଷ ଧରି ରହିଥିବା ଯୋଗୁଁ କାହାରିକୁ ବି ଖାତିର ନ କରି ରହିଛନ୍ତି l ଯୋ ଦ୍ଵାରା ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି l ୩ ବର୍ଷ ପରେ ବଦଳ ନିୟମ ରହିଥିଲେ ମଧ୍ୟ ସରକାରୀ ନୀତି ନିୟମକୁ ଉଲଙ୍ଘନ କରାଯାଉଥିବା ଯୋଗୁଁ କର୍ଯ୍ୟରତ କର୍ମଚାରିମାନେ କାହାକୁ ଡରୁନଥିବା ଜଣାପଡିଛି l ଦୀର୍ଘଦିନ ଧରି ରହିଥିବା ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ବ୍ରହ୍ମହପୁର ସାଂଶୋଧ ଗୋପାଳପୁର ବିଧାୟକ ଦୃଷ୍ଟିଦେବାକୁ ଦାବି ହୋଇଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment