*ଗ୍ୟାସ୍ ସିଲିଣ୍ଡର ଷ୍ଟକ୍_ରିପୋର୍ଟ ଦିଅ*
-ପ୍ରତିଦିନର ଗ୍ୟାସ୍ ସିଲିଣ୍ଡର ଷ୍ଟକ୍ ରିପୋର୍ଟ ମାଗିଲେ ରାଜ୍ୟ ସରକାର
-ପ୍ରତିଦିନ PSUମାନେ LPG ଷ୍ଟକ୍ ନେଇ ସରକାରଙ୍କୁ ରିପୋର୍ଟ କରିବେ
-ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ସଚିବ ସଞ୍ଜୟ ସିଂଙ୍କ ସୂଚନା
-'ଘରୋଇ LPG ଅସୁଵିଧା ହେବନି, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲକୁ ଗ୍ୟାସ୍ ଦିଆଯିବ'
-ଗ୍ୟାସ୍ ବୁକିଂରେ ଅସୁବିଧା ହେଲେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment