BREAKING
Loading...
:

ଗ୍ୟାସ୍‌ ସିଲିଣ୍ଡର ଷ୍ଟକ୍‌_ରିପୋର୍ଟ ଦିଅ*




 *ଗ୍ୟାସ୍‌ ସିଲିଣ୍ଡର ଷ୍ଟକ୍‌_ରିପୋର୍ଟ ଦିଅ*

-ପ୍ରତିଦିନର ଗ୍ୟାସ୍‌ ସିଲିଣ୍ଡର ଷ୍ଟକ୍‌ ରିପୋର୍ଟ ମାଗିଲେ ରାଜ୍ୟ ସରକାର

-ପ୍ରତିଦିନ PSUମାନେ LPG ଷ୍ଟକ୍‌ ନେଇ ସରକାରଙ୍କୁ ରିପୋର୍ଟ କରିବେ

-ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ସଚିବ ସଞ୍ଜୟ ସିଂଙ୍କ ସୂଚନା

-'ଘରୋଇ LPG ଅସୁଵିଧା ହେବନି, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲକୁ ଗ୍ୟାସ୍‌ ଦିଆଯିବ'

-ଗ୍ୟାସ୍‌ ବୁକିଂରେ ଅସୁବିଧା ହେଲେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS