BREAKING
Loading...
:

ଓଡ଼ିଆଙ୍କୁ ଉଦ୍ଧାର ପାଇଁ_ସ୍ୱତନ୍ତ୍ର ବିମାନ ଦିଅ

 




*ଓଡ଼ିଆଙ୍କୁ ଉଦ୍ଧାର ପାଇଁ_ସ୍ୱତନ୍ତ୍ର ବିମାନ ଦିଅ*

-ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବିମାନ ଦିଅ

-ଏନେଇ ଦାବି କଲେ ବିଜେଡି ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

-'ମଧ୍ୟପ୍ରାଚ୍ୟରେ ବନ୍ଦୀ ଭାବେ ଅଛନ୍ତି ଓଡ଼ିଆ, ସ୍ୱତନ୍ତ୍ର ବିମାନ ଦିଅନ୍ତୁ ସରକାର'

-ଭାରତୀୟ ବାୟୁ ସେନାର ବିମାନ ଦ୍ୱାରା ଉଦ୍ଧାର କରାଯାଉ: ଦିବ୍ୟଶଙ୍କର

-'କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଆଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରନ୍ତୁ'

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS