BREAKING
Loading...
:

ଇ. ପି. ଏଫ. ପେନସନର୍ସ ସଙ୍ଘର ପ୍ରତ୍ୟ କଙ୍କୁ 7500ଟଙ୍କା ସହ ମହାଙ୍ଗା ଭତ୍ତା ଦେବଙ୍କୁ ଦାବୀ

 ଇ. ପି. ଏଫ. ପେନସନର୍ସ ସଙ୍ଘର ପ୍ରତ୍ୟ କଙ୍କୁ 7500ଟଙ୍କା ସହ ମହାଙ୍ଗା ଭତ୍ତା ଦେବଙ୍କୁ ଦାବୀ 

  


 ବ୍ରହ୍ମପୁର,      ଗଞ୍ଜାମ ଜିଲ୍ଲା ଇ. ପି. ଏଫ. ପେନସନର୍ସ ସଙ୍ଘ ଶାଖା ତରଫରୁ 

ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟ ଠାରେ ଧାରଣାଦେଇଥିଲେ ସଭାପତି ରମେଶ ଚନ୍ଦ୍ର ସାହୁ 

ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଶତପଥି 

ଙ୍କ ନେତୃତ୍ୱରେ ଧାରଣାଦେଇ ନିଜର ନ୍ୟାଯ୍ୟଦାବୀ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ 

ଥିଲେ /ଉକ୍ତ ଧାରଣାରେ ସମାଜସେବୀ ତଥା 

ସଂଗ୍ରାମୀ ତ୍ରିନାଥ ମହାରଣା କ୍ଷବ ପ୍ରକାଶକରି 

କହିଲେ ସରକାରଙ୍କ ନିର୍ଦେସରେ 2003ରେ 

ସାରା ଓଡିଶାରୁ 7000 କର୍ମଚାରୀ ସ୍ବେଛାକୃତ 

ଭାବେ ଅବସର ନେଲେ କିନ୍ତୁ ଉକ୍ତ ଆଇନକୁ 

2014ରେ ସରକାର କାର୍ଯ୍ୟକରି କଲେ /

ବର୍ତ୍ତମାନ ଅବସରପ୍ରାପ୍ତ କର୍ମଚାରୀ ପ୍ରତିମାସରେ 

700 ରୁ 1200ଟଙ୍କା ପାଉଛନ୍ତି ଯାହାକି ଚାହା 

ଖର୍ଚ୍ଚକୁ ନିଅଣ୍ଟ କିନ୍ତୁ ମାନ୍ୟବର ବିଧାୟକ ଓ 

ସାଂସଦ ମାନଙ୍କୁ ଘରଭଡା, ଫୋନଖର୍ଚ୍ଚ ସମେତ 

ବିଭିନ୍ନ ଖର୍ଚ୍ଚ ପାଇଁ ଲକ୍ଷଲକ୍ଷ ଟଙ୍କା ପାଉଥିବା 

ବେଳେ ନିଜର ଦରମା ବୃଦ୍ଧି ପାଇଁ ବିଧାନସଭାଓ 

ସଂସଦରେ ହୋହାଲ୍ଲାକରି ନିଜର ଦରମା ଓ 

ଅନନ୍ୟା ଭତ୍ତା ପାଇଁ ଦାବିବେଳେ ସବୁରାଜନୈତିକ ଦଳ ଏକାଠିହୋଇ ଦାବିକରି 

ହାସଲ କଲାବେଳେ ଅବସରପ୍ରାପ୍ତ କର୍ମଚାରିଙ୍କ 

ନ୍ୟାଜଦାବୀକୁ ବିଧାନସଭାରେ ଓ ସାଂସଦରେ 

ଗୁରୁତ୍ୱ ନଦେବା ପରିତାପର ବିଷୟବୋଲି ମତବ୍ୟକ୍ତ କରିଥିଲେ /ସମ୍ପାଦକ ପ୍ରଶାନ୍ତ କୁମାର 

ଶତପତି ଚେତାବନୀ ଦେଇ କହିଛନ୍ତି ଆମ ନ୍ୟାଯ୍ୟଦାବୀ ପୂରଣ ନ ହେଲେ  ଆଗାମୀ 

ଦିନରେ ସାରାଦେଶରେ  ମହାଶଂଗ୍ରାମ ହେବ !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS