ଇ. ପି. ଏଫ. ପେନସନର୍ସ ସଙ୍ଘର ପ୍ରତ୍ୟ କଙ୍କୁ 7500ଟଙ୍କା ସହ ମହାଙ୍ଗା ଭତ୍ତା ଦେବଙ୍କୁ ଦାବୀ
ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଇ. ପି. ଏଫ. ପେନସନର୍ସ ସଙ୍ଘ ଶାଖା ତରଫରୁ
ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟ ଠାରେ ଧାରଣାଦେଇଥିଲେ ସଭାପତି ରମେଶ ଚନ୍ଦ୍ର ସାହୁ
ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଶତପଥି
ଙ୍କ ନେତୃତ୍ୱରେ ଧାରଣାଦେଇ ନିଜର ନ୍ୟାଯ୍ୟଦାବୀ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ
ଥିଲେ /ଉକ୍ତ ଧାରଣାରେ ସମାଜସେବୀ ତଥା
ସଂଗ୍ରାମୀ ତ୍ରିନାଥ ମହାରଣା କ୍ଷବ ପ୍ରକାଶକରି
କହିଲେ ସରକାରଙ୍କ ନିର୍ଦେସରେ 2003ରେ
ସାରା ଓଡିଶାରୁ 7000 କର୍ମଚାରୀ ସ୍ବେଛାକୃତ
ଭାବେ ଅବସର ନେଲେ କିନ୍ତୁ ଉକ୍ତ ଆଇନକୁ
2014ରେ ସରକାର କାର୍ଯ୍ୟକରି କଲେ /
ବର୍ତ୍ତମାନ ଅବସରପ୍ରାପ୍ତ କର୍ମଚାରୀ ପ୍ରତିମାସରେ
700 ରୁ 1200ଟଙ୍କା ପାଉଛନ୍ତି ଯାହାକି ଚାହା
ଖର୍ଚ୍ଚକୁ ନିଅଣ୍ଟ କିନ୍ତୁ ମାନ୍ୟବର ବିଧାୟକ ଓ
ସାଂସଦ ମାନଙ୍କୁ ଘରଭଡା, ଫୋନଖର୍ଚ୍ଚ ସମେତ
ବିଭିନ୍ନ ଖର୍ଚ୍ଚ ପାଇଁ ଲକ୍ଷଲକ୍ଷ ଟଙ୍କା ପାଉଥିବା
ବେଳେ ନିଜର ଦରମା ବୃଦ୍ଧି ପାଇଁ ବିଧାନସଭାଓ
ସଂସଦରେ ହୋହାଲ୍ଲାକରି ନିଜର ଦରମା ଓ
ଅନନ୍ୟା ଭତ୍ତା ପାଇଁ ଦାବିବେଳେ ସବୁରାଜନୈତିକ ଦଳ ଏକାଠିହୋଇ ଦାବିକରି
ହାସଲ କଲାବେଳେ ଅବସରପ୍ରାପ୍ତ କର୍ମଚାରିଙ୍କ
ନ୍ୟାଜଦାବୀକୁ ବିଧାନସଭାରେ ଓ ସାଂସଦରେ
ଗୁରୁତ୍ୱ ନଦେବା ପରିତାପର ବିଷୟବୋଲି ମତବ୍ୟକ୍ତ କରିଥିଲେ /ସମ୍ପାଦକ ପ୍ରଶାନ୍ତ କୁମାର
ଶତପତି ଚେତାବନୀ ଦେଇ କହିଛନ୍ତି ଆମ ନ୍ୟାଯ୍ୟଦାବୀ ପୂରଣ ନ ହେଲେ ଆଗାମୀ
ଦିନରେ ସାରାଦେଶରେ ମହାଶଂଗ୍ରାମ ହେବ !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment