BREAKING
Loading...
:

ଦାଦା ବଟି ନ ଦେବାରୁ ଠିକାଦାରଙ୍କୁ ଆକ୍ରମଣ*

 ,*ବ୍ରହ୍ମପୁର.  *ଦାଦା ବଟି ନ ଦେବାରୁ ଠିକାଦାରଙ୍କୁ ଆକ୍ରମଣ*



*ବୈଦ୍ୟନାଥପୁର  ଥାନା  ଅନ୍ତର୍ଗତ ବୈକୁଣ୍ଠନଗର  ଠାରେ  ଶୁଭେନ୍ଦୁ ଶେଖର ସାହୁ ଓରଫ  ସିଲୁ  ନାମକ  ଜଣେ  ଠିକାଦାରଙ୍କୁ ଆକ୍ରମଣ  ହୋଇଥିବା  ନେଇ  ଥାନାରେ ଅଭିଯୋଗ  ହୋଇଛି ।  ଦାଦା ବଟି  ନ ଦେବାରୁ  ତାଙ୍କୁ  ଆକ୍ରମଣ  ହୋଇଥିବା ଜଣାପଡିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS