*ଓଡ଼ିଶା ତାଜୁବ ଘରେ ଟଙ୍କାର ପାହାଡ଼…*
*ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ। ଆଖି ଝଲସିଗଲା ଭଳି ଜବତ ହୋଇଛି ନଗଦ ଟଙ୍କା । କୋଟିଏ କି ଅଧେ ନୁହେଁ, ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ମିଳିଛି ୪ କୋଟି ନଗଦ କ୍ୟାସ୍। ଖଣି ଅଧିକାରୀଙ୍କ ଭୁବନେଶ୍ବରସ୍ଥିତ ବାସଭବନରୁ ରେଡ ବେଳେ ମିଳିଛି ଏହି ନଗଦ ଟଙ୍କା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق