BREAKING
Loading...
:

କୋରାପୁଟ ନବୋଦୟ ବିଦ୍ୟାଳୟ ରୁ ଛାତ୍ରଚମ୍ପଟ

 


କୋରାପୁଟ ନବୋଦୟ ବିଦ୍ୟାଳୟ ରୁ ଛାତ୍ରଚମ୍ପଟ 

କୋରାପୁଟ ଜିଲ୍ଲା ଲାଣ୍ଡିଗୁଡା ସ୍ଥିତ ନବୋଦୟ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ରେ ପାଠ ପଢ଼ୁଥିବା ନୌତିକ କୁମାର ସୁନା କୌଣସି କାରଣରୁ  ନିଜ ବିଦ୍ୟାଳୟ ରୁ କୁଆଡେ ଚମ୍ପଟ ହୋଇଯାଇଥିବା ଘଟଣା ସାମ୍ନା କୁ ଆସିଛି l ପରିବାର ଲୋକଙ୍କୁ ବିଦ୍ୟାଳୟ ର କତୃପକ୍ଷ ଏ ଘଟଣା ବିଷୟରେ ଜଣାଇବା ପରେ ପରିବାର ଲୋକ ଜାଣିବା ସହ ସ୍ଥାନୀୟ ଟାଉନ ଥାନା ରେ ଅଭିଯୋଗ କରିଥିଲେ l ଏଠାରେ ପ୍ରଶ୍ନ ଉଠୁଛି କେଉଁ କାରଣ ରୁ ପିଲାଟି ବିଦ୍ୟାଳୟ ରେ  କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଥାଇ  ଚମ୍ଫଟ ମାରିଲା ବିଦ୍ୟାଳୟ ର କତୃପକ୍ଷ କିପରି ଏ ବିଷୟରେ ଜାଣିପାରିଲେନି ପୁଣି ମାଳ ମାଳ ସିସିଟିଭି କ୍ୟାମେରା ଥିବା ସ୍ୱତ୍ତ୍ୱେ କିପରି ଜାଣିପାରିଲେନି ଓ ପ୍ରଥମେ ଏ ଘଟଣା କୁ ଲୁଚାଇବା ଚେଷ୍ଟା କରିଥିଲେ l ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବାକୁ ସାଧାରଣ ରେ ଦାବୀ ହେଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS