BREAKING
Loading...
:

ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ




 *ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ!*

 *କାମ ଦେଲାନି ଚାପ! ହଟାତ ଛାତି ଯନ୍ତ୍ରଣା ପରେ* *ମେଡ଼ିକାଲରେ ଭର୍ତ୍ତି ହେଲେ ବିକ୍ରମ* ବାଟ ଓଗାଳିଲା ମାନବ ଅଧିକାର!*

ବହୁ ଚର୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ  ବର୍ତ୍ତମାନ  ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବିକ୍ରମଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ମେଡ଼ିକାଲରେ ଭର୍ତ୍ତି କଲା ପୁଲିସ । ଏଠି ପ୍ରଶ୍ନ ଉଠୁଛି ବିକ୍ରମ ଙ୍କ ସ୍ବାସ୍ଥ୍ୟ ଗତ ସମସ୍ଯାର କେତେ ରହିଛି ସତ୍ଯତା।  ଛଳନା କରୁଛନ୍ତି କି ବିକ୍ରମ! ଜଦି ନୁହେଁ କାହିଁକି ତରବରିଆ ଭାବେ ମେଡିକାଲ ରୁ ଜେଲ ପଠାଇଲା ପୋଲିସ ଆଉ କାହିଁକି ରାତି ଅଧିଆ ମେଡିକାଲ କୁ ଆଣିବାକୁ ବାଧ୍ଯ ହେଲା ପୋଲିସ ତାକୁ ନେଇ ସବୁଠି ପୁଚୁ ପୁଚୁ ହେଲେଣି ଲୋକେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS