BREAKING
Loading...
:

ମାଗଣା ବଣ୍ଟନକୁ ସୁପ୍ରିମ୍‌ ଭର୍ତ୍ସନା.

 *ମାଗଣା ବଣ୍ଟନକୁ ସୁପ୍ରିମ୍‌ ଭର୍ତ୍ସନା...*



*-ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା*

*-ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା*

*-ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି*

*-ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍*

*-ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ*

*-ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ*

*-ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି*

*-ସଂଗୃହୀତ ଆୟର ୨୫% କାହିଁକି ରାଜ୍ୟର ବିକାଶ ପାଇଁ ବ୍ୟବହାର ହେଉନି*

*-କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନୁହେଁ ସବୁ ରାଜ୍ୟ କଥା ଆମେ ଦର୍ଶାଉଛୁ*

*-ବେକାରୀ ଦୂର ପାଇଁ କାହିଁକି ବଜେଟ୍‌ରେ ବ୍ୟବସ୍ଥା ହେଉ ନାହିଁ*

*-ଦେଶରେ ନିର୍ବାଚନ ଜିତିବାକୁ ମାଗଣା ବଣ୍ଟନକୁ ନେଇ ଉଦ୍‌ବେଗ ଜଣାଇଲେ*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS