BREAKING
Loading...
:

ଛତିଶଗଡ଼ କ୍ୟାଡର ର ମହିଳା ମାଓବାଦୀ ଙ୍କ ର କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ

 



କୋରାପୁଟ l :-

ଛତିଶଗଡ଼ କ୍ୟାଡର ର ମହିଳା ମାଓବାଦୀ ଙ୍କ ର କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ l

କୋରାପୁଟ ଜିଲ୍ଲା ପୋଲିସ ତଥା ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇ ଜି  ବିଶାଳ କନୱାର ଶିଂ ଙ୍କ ନିକଟରେ  ଛତିଶଗଡ କ୍ୟାଡର ର ମହିଳା ମାଓବାଦୀ ମମତା ପୋଡ଼lମୀ  ଆଜି ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଆତ୍ମସମର୍ପଣ କରିଥିବା ବେଳେ ରାଜ୍ୟସରକାରଙ୍କର  ଆତ୍ମସମର୍ପଣ  ଅନୁସାରେ ଯାହା ବି ସରକାରୀ ସୁବିଧା ପାଇବା ପାଇଁ ସେ ହକଦାର  ତାହା ତାଙ୍କୁ ଯୋଗାଇଦିଆଯିବ ବୋଲି କହିଥିବା ବେଳେ କୁମ୍ବି ଅପରେସନ କୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ l କେବଳ ସେତିକି ନୁହଁ ଏବେ ବି ସମୟ ଅଛି ମମତା ଙ୍କ ପରି ସାମାଜିକ ସ୍ରୋତ ରେ ମାଓବାଦୀ ମାନେ ଫେରିଆସିବାକୁ ସେ ଆହ୍ୱାନ ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ରେ କୋରାପୁଟ ଜିଲ୍ଲା ଏସପି ରୋହିତ ବର୍ମା ଜୟପୁର ଏସଡିପିଓ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS