ଜଳେଶ୍ୱର: ଶ୍ରୀରାମପୁର ଆର୍ଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ-
ଆର୍ଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଅଭିଯୋଗ*
ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀ ପାଳପଡ଼ାରେ ଆକ୍ରମଣ-
ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଚଢ଼ାଉ ବେଳେ ଆକ୍ରମଣ,
ମାଫିଆଙ୍କ ବିରୋଧରେ ଆକ୍ସନ୍ ଦାବିରେ ଥାନାରେ ତହସିଲଦାରଙ୍କ ଏତଲା*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment