BREAKING
Loading...
:

ବେ ନିୟମ କାମକୁ ବିରୋଧ କରିବାରୁ ସାମ୍ବାଦିକ ଙ୍କୁ ମାଡ଼

 ବେ ନିୟମ କାମକୁ ବିରୋଧ କରିବାରୁ ସାମ୍ବାଦିକ ଙ୍କୁ ମାଡ଼ l



ବ୍ରହ୍ମପୁର ବୈକୁଣ୍ଠ ନିଗର ସ୍ଥିତ ଏକ ସରକାରୀ ଜାଗାକୁ ନେଇ ସେଠାରେ ଉତେଜନା ସୃଷ୍ଟି ହେଇଛି l କିଛି ଦିନ ପୂର୍ବରୁ ସେଠାକାର ଅଞ୍ଚଳବାସୀଙ୍କ ଦାବୀ ଥିଲା କି ସେଠାରେ ଗୋଟେ କଲ୍ୟାଣୀ ମଣ୍ଡପ କରିବା ପାଇଁ କିନ୍ତୁ ସେଠାକାର je ପୁହାଣ ମ୍ୟାଡମ ସେହି ସରକାରୀ ଜାଗାରେ କିଛି ହେଇପାରିବନି ବୋଲି ମନା କରିଥିଲେ କିନ୍ତୁ ସେହି je ମ୍ୟାଡମ କିଛି ସୋଲାସୁତରା ରେ ଆଜି କିଛି କଣ୍ଟ୍ରାଟର ଙ୍କୁ ସେଠାରେ କାମ ପାଇଁ ଅନୁମତି ପ୍ରଦାନ କରିଛନ୍ତି, ସେହି କାରଣ ବସତ ନିୟୁଜ ନର୍ବ ର ସାମ୍ବାଦିକ ଯଗଦାନନ୍ଦ ଦାଶ ପ୍ରତିବାଦ କରିବାରୁ ସେଠାର କଣ୍ଟ୍ରାଟର ପ୍ରମୋଦ ଅଧିକାରୀ ଓ ସାଙ୍ଗ ମାନେ ମିଶି ନିଧୂମ ମାଡ଼ ମାରିବା ସହ ତାଙ୍କ ନାମରେଥାନାରେ ମିଥ୍ୟା ମାମଲା ମଧ୍ୟ କରିଛନ୍ତି l ଏ ନେଇ ସାମ୍ବାଦିକ ଯଗଦାନନ୍ଦ ଦାଶଙ୍କ ପକ୍ଷରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS