BREAKING
Loading...
:

ସାମ୍ବାଦିକ ପୁର୍ଣ୍ଣେନ୍ଦୁ ନାୟକ ଙ୍କ ମାତୃ ବିୟୋଗ

 ସାମ୍ବାଦିକ ପୁର୍ଣ୍ଣେନ୍ଦୁ ନାୟକ ଙ୍କ ମାତୃ ବିୟୋଗ 



ବାଙ୍କୀ,(ମାନସ ରଞ୍ଜନ ସାହୁ):ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗି  ଗ୍ରାମର ସାମ୍ବାଦିକ ପୁର୍ଣ୍ଣେନ୍ଦୁ  ନାୟକଙ୍କ ମାତା ଡମି ନାୟକ (୯୨) ବର୍ଷ ବୟସରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ବୋହୂ, ନାତି ନାତୁଣୀ ଓ ବନ୍ଧୁ ପରିବାରବର୍ଗ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।  ତାଙ୍କ ପୁତ୍ର ପୁର୍ଣ୍ଣେନ୍ଦୁ ନାୟକ   ମୁଖାଗ୍ନି ପ୍ରଦାନ କରିଥିଲେ । ସେ ଜଣେ ଧର୍ମପରାୟଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ପରଲୋକରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS